ବଣାଇ : ବାଇକକୁ ଧକ୍କା ଗେଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ସ୍ତ୍ରୀ ମୃତ , ସ୍ୱାମୀ ଗୁରୁତର । ଟିକାୟତପାଲି ଥାନା ତୁଣିଆପାଲି ନିକଟରେ ଘଟିଛି ଦୁର୍ଘଟଣା । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
Views: 69











