The Ultimate Managed Hosting Platform
ADVERTISEMENT

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର

Facebook
Twitter
LinkedIn

ଭଦ୍ରକ : ବାଇକକୁ ଧକ୍କା ଦେଲା ଟ୍ରାକ୍ଟର । ଭଦ୍ରକ ବ୍ଲକ ଆମ୍ବରୋଲି କେନାଲ ପୋଲ ଉପରେ ଦୁର୍ଘଟଣା ଘଟିଛି ।ଦୁର୍ଘଟଣାରେ ଜେଜେ ମୃତ, ନାତି ଆହତ । ମୃତକ ହେଲେ ବାଲେଶ୍ୱର ସିମୁଳିଆ ବ୍ଲକ ଅନ୍ତରାର ପର୍ଶୁରାମ ଜେନା । ପର୍ଶୁରାମ ସକାଳୁ ଭଦ୍ରକରୁ ନାତିକୁ ନେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପର୍ଶୁରାମଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ନାତି । ଘଟଣାସ୍ଥଳରେ ଉତ୍ତେଜନା ହୋଇଥିଲା । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାଇଁ ଭଦ୍ରକ ମେଡିକାଲକୁ ପଠାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login