ଭୁବନେଶ୍ୱର : ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ । ଏସଟିଏଫକୁ ନୋଡାଲ ଏଜେନ୍ସି ଦାୟିତ୍ୱ ନେଇ ଡିଆଇଜି ପିନାକ ମିଶ୍ରଙ୍କ ସୂଚନା । ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ , ସବୁ ଏଜେନ୍ସିକୁ ନିଦେ୍ର୍ଦଶ । ବିଶେଷକରୀ ତଟବର୍ତ୍ତୀ ଜିଲ୍ଲା ଗୁଡିକ ଉପରେ ତୀକ୍ଷଣ ନଜର । ବାଲେଶ୍ୱର, ଭଦ୍ରକ , କେନ୍ଦ୍ରାପଡା, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା । ଜଗତସିଂହପୁର , ପୁରୀ ଗଞ୍ଜାମରେ ବି ଚିହ୍ନଟ ନେଇ ଧରପଗଡ । ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି, ବାଙ୍ଗଲାଦେଶୀମାନେ ଓଡ଼ିଶାରୁ ବିଦା ହେବେ । କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ । ବାଙ୍ଗଲାଦେଶୀ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଇଞ୍ଜିନିୟରିଂ ବିଭାଗ ଗୁଡ଼ିକ ସହ ଆଲୋଚନା ହୋଇଛି । ବିଭିନ୍ନ ଏଜେନ୍ସିରେ ରହି ବାଙ୍ଗଲାଦେଶୀ କାମ କରୁଛନ୍ତି । ସେମାନଙ୍କୁ ଚିହ୍ନଟ କରାଯିବ ।
Views: 46