ଭୁବନେଶ୍ୱର :କିଟକୁ ନେଇ ତାରାଙ୍କ ବିସ୍ଫୋରକ ବୟାନ । ବହୁ ଆଇଏଏସ ଓ ଆଇପିଏସଙ୍କ ସ୍ତ୍ରୀ କିଟରେ କାର୍ଯ୍ୟରତ କହିଲେ ତାରା । କିଟ ଗୋଟେ ଇସ୍ୟୁ, ଲୋକଙ୍କ ଅନ୍ତରାତ୍ମା କାନ୍ଦୁଛି । ଓଡିଶାର ସ୍ୱାଭିମାନ ଆଗ, କାହାକୁ ଗିରଫ କରାଯାଉନି କାହିଁକି ।
ଅନ୍ୟପଟେ କିଟରେ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ନେଇ ବୈଷୟିକ ମନ୍ତ୍ରୀଙ୍କ ଉଦବେଗ । ପିଲାଙ୍କୁ ଦୁର୍ବ୍ୟବହାର ଅତି ନିନ୍ଦନୀୟ । ଟି ମନମାନୀ ଗ୍ରହଣୀୟ ନୁହେଁ । ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ତଦନ୍ତ କରାଯାଉଛି । ସରକାର ଗୁରୁତର ସହ ନେଇଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଜମି କେଳେଙ୍କାରୀ ଅଭିଯୋଗର ତଦନ୍ତ ହେବ , ଦୁର୍ନୀତି ସହ୍ୟ କରାଯିବନି ।
Views: 21