The Ultimate Managed Hosting Platform
ADVERTISEMENT

ବସକୁ ପିଟିଲା ଟ୍ରକ,୩ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ଡବଲ ଡେକର ବସକୁ ପିଟିଲା ଟ୍ରକ । ଗୁଜରାଟର ରାଜକୋଟ ବଳରାମପୁର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ବସ୍ ଏବଂ ଟ୍ରକ ପରସ୍ପର ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହାଇଥିବା ବେଳ ୨୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ସୋମବାର ସକାଳ ୭.୪୫ ମିନିଟରେ ଦେହାତ କୋତବାଲିର ବହରାଇଚ ବଳରାମପୁର ହାଇେଓ୍ଵରେ ଏକ ଟ୍ରକରେ ଚାଉଳ ଲଦା ହୋଇଯାଉଥିବା ବେଳେ ଏକ ଡବଲ ଡେକର ବସ୍ ସହିତ ଧକ୍କା ହୋଇଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ବିଷୟରେ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login