ହରିୟାଣା : ହରିୟାଣାରେ ଘନ କୁହୁଡ଼ି ସାଜିଲା କାଳ । ଘନ କୁହୁଡ଼ି ପାଇଁ ରେୱାଡିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରେୱାଡିରେ ୪ଟି ବସ୍ ପରସ୍ପର ସହିତ ଧକ୍କା ହୋଇଛନ୍ତି । ଯେଉଁଥିରେ ଅନେକ ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଯାହା ଫଳରେ ଟ୍ରାଫିକ୍ ଜାମ୍ ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ତିନିରୁ ଚାରିଟି ବସ୍ ଧକ୍କା ହୋଇଥିବା ସୂଚନା ମିଳୁଛି । ତୁରନ୍ତ ପୋଲିସ ପହଞ୍ଚି ରାସ୍ତା ଜାମ୍ ହୋଇଥିବା ଭଳି ସମସ୍ୟାର ସମାଧାନ କରୁଛି ।ଘନ କୁହୁଡ଼ି ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ଅନ୍ୟପଟେ ଆୟତମାନଙ୍କୁ ବସରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସୂଚନା ଦିଆଯାଇଛି । ବର୍ତ୍ତମାନ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରାଯାଉଛି ।ସୂଚନାଯୋଗ୍ୟ, ଘନ କୁହୁଡ଼ି ସାଜିଲା କାଳ । କୁହୁଡି ଯୋଗୁଁ, ଗ୍ରେଟର ନୋଏଡା ପୂର୍ବ ପେରିଫେରାଲ ହାଇୱେରେ ଛଅରୁ ଅଧିକ ଗାଡ଼ି ପରସ୍ପର ସହିତ ଧକ୍କା ହୋଇଥିଲା । ଯାହା ଫଳରେ ଅନେକ ଲୋକ ଆହତ ହୋଇଥିଲେ । ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ହାଇୱେରୁ ଟାଣି ନେଇ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।
ବସ ସହ ବସ ଧକ୍କା , ଅନେକ ଯାତ୍ରୀ ଆହତ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







