ଝାରସୁଗୁଡା : ବସ-ବାଇକ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କର ଚାଲିଗଲା ଜୀବନ । ଝାରସୁଗୁଡା-କୁଚିଣ୍ଡା ରାସ୍ତାର ସିରିଆପାଲି ଛକରେ ଦୁର୍ଘଟଣା । ବାଇକରେ ଯାଉଥିବା ୨ ଜଣଙ୍କୁ ଧକ୍କା ଦେଲା ଟ୍ରକ ।
ଅନ୍ୟପଟେ ଦୁର୍ଘଟଣାରେ ମାମୁଙ୍କ ସହ ୨ ଭାଣିଜୀ ମୃତ । ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାର ଏନଏସି ଗେଟ ପାଖରେ ଦୁର୍ଘଟଣା । ବୁଲେଟରେ ମାମୁ, ୨ ଭାଣିଜୀ ଯିବା ବେଳେ ଧକ୍କା ଦେଲା ଟ୍ୟାଙ୍କର ।
Views: 10