ବଲାଙ୍ଗିର : ସାତ ମାଇଲ ଛକରେ ବାଇକକୁ ଧକ୍କା ଦେଲା ବସ । ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଯୁବକ ମୃତ , ଅନ୍ୟ ଜଣେ ଗୁରୁତର । ବସ ଜବତ ସହ ଡ୍ରାଇଭରକୁ ଅଟକ ରଖିଲା ପୁଇଁତଳା ଥାନା ପୋଲିସ ।
Views: 80
ବଲାଙ୍ଗିର : ସାତ ମାଇଲ ଛକରେ ବାଇକକୁ ଧକ୍କା ଦେଲା ବସ । ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଯୁବକ ମୃତ , ଅନ୍ୟ ଜଣେ ଗୁରୁତର । ବସ ଜବତ ସହ ଡ୍ରାଇଭରକୁ ଅଟକ ରଖିଲା ପୁଇଁତଳା ଥାନା ପୋଲିସ ।
ସମ୍ବଲପୁର : ବଡ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ । ଏହି ଘଟଣାରେ ୨୦ ଜଣ ଗିରଫ ହୋଇଛନ୍ତି । ୫ହଜାର ବୋତଲ କଫ ସିରପ...
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...