ବଳଙ୍ଗା : ବଳଙ୍ଗା ପୀଡିତାଙ୍କ ଶେଷ ଦର୍ଶନ ପରେ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା ।ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଥିଲେ , କିନ୍ତୁ ବଞ୍ଚାଇ ପାରିଲେ ନାହିଁ । ରାଜ୍ୟ ସରକାର ପୀଡିତାଙ୍କ ପରିବାର ସହ ଅଛନ୍ତି , ସବୁ କରିବାକୁ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ପରିବାର ପାଇଁ ଯାହା କରିବାର ଅଛି କରିବୁ । ଝିଅ ପରିବାର ବହୁତ ଗରିବ, ସେମାନଙ୍କୁ ସରକାର ସବୁ ସୁବିଧା ଯୋଗାଇଦେବେ । ଶେଷ ଯାଏଁ ପୋଲିସ ଉପରେ ଭରସା ରଖନ୍ତୁ , ଯାହା ସତ୍ୟ ପଦାକୁ ଆସିବ ।
Views: 16