The Ultimate Managed Hosting Platform
ADVERTISEMENT

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପବରେ ରେଡ

Facebook
Twitter
LinkedIn

ବେଙ୍ଗାଲୁର : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସହ ମାଲିକାନା ଲଗଜରି ରେଷ୍ଟୁରାଣ୍ଟ ‘ବାସ୍ତିଆନ୍ ବିରୋଧରେ ବେଙ୍ଗାଲୁରୁ ପୋଲିସ ପକ୍ଷରୁ ମାମଲା ରୁଜୁ । ଅନୁମୋଦିତ ସମୟଠାରୁ ଅଧିକ ସମୟ ଧରି ପବ ଖୋଲିଥିବାରୁ ବାଷ୍ଟିଆନ୍ ଗାର୍ଡେନ୍ ସିଟି ସମେତ ବେଙ୍ଗାଲୁରୁର ଦୁଇଟି ପବ୍ ବିରୋଧରେ ପୋଲିସ ସ୍ୱତଃପ୍ରବୃତ୍ତ ଭାବେ ମାମଲା ରୁଜୁ କରିଛି । ସୂଚନା ଅନୁଯାୟୀ ଡିସେମ୍ବର ୧୧ ତାରିଖ ଦିନ ବିଲମ୍ବିତ ରାତିରେ ଶିଳ୍ପା ସେଟ୍ଟୀଙ୍କ ପବରେ କୌଣସି କାରଣରୁ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏମିତିକି ହାତା ହାତି ପର୍ୟ୍ୟନ୍ତ କଥା ଯାଇଥିଲା । ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓ ଆଧାରରେ ପୋଲିସ ନିଜଆଡୁ ମାମଲା ରୁଜୁ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login