The Ultimate Managed Hosting Platform
ADVERTISEMENT

ବର୍ଷାରେ ଉବୁଟୁବୁ ଦିଲ୍ଲୀ, ଏନସିଆରରେ ବର୍ଷା ବିତ୍ପାତ

Facebook
Twitter
LinkedIn

ନୂଆଦିଲ୍ଲୀ : ବର୍ଷାରେ ଉବୁଟୁବୁ ଦିଲ୍ଲୀ । ୩ ଦିନର ଅଫିସ ଛୁଟି ପରେ ମଙ୍ଗଳବାର ଡ୍ୟୁଟି ବାହାରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମଙ୍ଗଳବାର ସକାଳୁ ଦିଲ୍ଲୀ ଏନସିଆରରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ମାତ୍ର ୧୫ ମିନିଟର ବର୍ଷାରେ ବେହାଲ ହୋଇ ପଡ଼ିଛି ସ୍ଥିତି । ରାସ୍ତାରେ ପାଣି ଜମା ହୋଇଥିବାବେଳେ ଟ୍ରାଫିକ ଜାମ ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ସେପଟେ ପୋଲିସ ବ୍ୟାରିକେଡ ପାଣିରେ ଭାସୁଛି, ଲୋକେ ଗାଡ଼ି ଚଲେଇବାରେ ଅସୁବିଧା ଭୋଗୁଛନ୍ତି । ଏପରିକି କିଛି ସ୍ଥାନରେ ଗାଡ଼ି ଚଳାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login