The Ultimate Managed Hosting Platform
ADVERTISEMENT

ବର୍ଷାଙ୍କୁ ଚୂଡାନ୍ତ ଜେରା ଆରମ୍ଭ

Facebook
Twitter
LinkedIn

କଟକ : କଟକ ପରିବାର ଅଦାଲତରେ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା । ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କୁ ଚୂଡାନ୍ତ ଜେରା ଆରମ୍ଭ । ଜୁଲାଇ ୩୧ ସୁଦ୍ଧା ଜେରା ସାରିବାକୁ ନିଦେ୍ର୍ଦଶ ଦେଇଥିଲେ ହାଇକୋର୍ଟ ।
ସେପଟେ ଓଲିଉଡର ସୁପରହିଟ ଯୋଡି ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଲାଗିଥିବା ପାରିବାରିକ ବିବାଦ ଦିନକୁ ଦିନ ଜଟିଳ ହେଉଛି । ଦୁହେଁ କୋର୍ଟଙ୍କ ନିଷ୍ପତ୍ତି ପରେ ଅଲଗା ରହୁଥିବା ବେଳେ ଘରୋଇ କଳହ ଥମିବାର ନାଁ ନେଉନି । ତେବେ ଦେଖିବାକୁ ରହିଲା ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login