ଭୁବନେଶ୍ୱର : ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ୫ ବର୍ଷରେ ୭୯୯ ଲୋକଙ୍କ ମୃତ୍ୟୁ । ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କ ଉତ୍ତର । ୫ ବର୍ଷରେ ୭୯୯ ଲୋକଙ୍କ ମୃତ୍ୟୁ, ୧୯୬୨ ଜଣ ଆହତ । ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୧୪୭ ଜଣଙ୍କ ମୃତ୍ୟୁ । ୫ ବର୍ଷରେ ମଲେଣି ୨ ହଜାର ୮୩୨ ବନ୍ୟଜନ୍ତୁ ।
Views: 18