The Ultimate Managed Hosting Platform
ADVERTISEMENT

ବନ୍ଧୁଙ୍କ ବାହାଘରରେ ଉପହାର ଦେଉଥିଲେ, ଆଉ ସେତିକିବେଳେ ଚାଲିଗଲା ଜୀବନ

Facebook
Twitter
LinkedIn

କୁର୍ଣ୍ଣୁଲ: ବନ୍ଧୁଙ୍କ ବିବାହକୁ ଯାଇ ବନ୍ଧୁଙ୍କୁ ଉପହାର ଦେବାବେଳେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲାରେ ଘଟିଛି ଏହି ଘଟଣା । ଯୁବକ ଜଣକ ଭାମସୀ , ସେ ଆମାଜନର ଜଣେ କର୍ମଚାରୀ ଥିଲେ । ସେ ତାଙ୍କ ବନ୍ଧୁ ମଞ୍ଚ ଉପରେ ଛିଡା ହୋଇଥିବା ବେଳେ ଉପହାର ନେଇ ଦେବା ବେଳେ ଛାତିକୁ ଧରିଥିଲେ । ପାଖରେ ଥିବା ଲୋକ ତାଙ୍କୁ ଧରି ପକାଇଲେ । ହୃଦଘାତରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାମସୀଙ୍କୁ ଧୋନ ନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login