ପିପିଲି: ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠୀରୁ ସୁନା ବ୍ୟାଗ ଲୁଟିଲେ । ୨୭୦ ଗ୍ରାମ ସୁନା ସହ ୬ କେଜି ରୂପା ଅଳଙ୍କାର ଲୁଟ୍ ଅଭିଯୋଗ । ଡେଲାଙ୍ଗ ଥାନା ଠାରୁ କିଛି ବାଟ ଦୂରରେ ବ୍ୟବସାୟୀଙ୍କ ଠାରୁ ଲୁଟ । ଷ୍ଟେସନ ବଜାରରେ ଥିବା ଦୋକାନ ବନ୍ଦ କରି ଫେରିବା ବେଳେ ଲୁଟ । ୪ ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ଲୁଟି ନେଇଥିବା ଥାନାରେ ଅଭିଯୋଗ ।
Views: 79