The Ultimate Managed Hosting Platform
ADVERTISEMENT

ବନକଲାଗି ନୀତି : ସେବାୟତଙ୍କୁ ପ୍ରଶାସନର ଧମକ, କାର୍ଯ୍ୟ ନ କଲେ ସେବାରୁ ହଟିବେ

Facebook
Twitter
LinkedIn

ପୁରୀ : ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ହେବ ନା କାଲି ? ଆଜି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନର ଧମକ । ଆଜି ବନକଲାଗି ନ କଲେ କାର୍ଯ୍ୟାନୁଷ୍ଠାନ । ନୀତି ନ କଲେ ସେବାରୁ ହଟିବେ ଦତ୍ତମହାପାତ୍ର ସେବକ । ଧାରା ୩୩ ଅନୁସାରେ ସେବାରୁ ହଟିବେ ସେବାୟତ । ନିଜ ଜିଦରେ ଅଟଳ ଦତ୍ତମହାପାତ୍ର ସେବାୟତ । ଗୁରୁବାର ବନକଲାଗି ପାଇଁ ଦତ୍ତମହାପାତ୍ର ସେବାୟତଙ୍କ ଜିଦ୍ । ୨୦୧୮ର ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି କରାଯାଏ । ସେବାୟତ କିନ୍ତୁ ଗୁରୁବାର କରିବା ଜିଦରେ ଅଟଳ ଅଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ସେମାନେ ମାନିବା କଥା । ନ ମାନିଲେ ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login