ଉତ୍ତରାଖଣ୍ଡ : ବଦ୍ରିନାଥ ଯିବା ରାସ୍ତାରେ ଭୂସ୍ଖଳନ । ରାସ୍ତାଉପରେ ପଡିଲା ବିରାଟକାୟ ପଥର । ଘଣ୍ଟାଘଣ୍ଟା ଧରି ଅଟକି ରହିଛି ଶହ ଶହ ଗାଡି । ପ୍ରବଳ ଏବଂ ଲଗାତାର ବର୍ଷା ହେତୁ ଚାମୋଲି ଜିଲ୍ଲାର ବଦ୍ରିନାଥ ଜାତୀୟ ରାଜପଥ ୭ (NH-୭) ଗତ ୧୩ ଘଣ୍ଟା ଧରି ଲମ୍ବବାଗଡ ଏବଂ ଖାଚାଡା ଡ୍ରେନରେ ବନ୍ଦ ରହିଥିଲା। ଏହି ବନ୍ଦ ବହୁ ବଦ୍ରିନାଥ ଶ୍ରୀକ୍ଷେତ୍ରକୁ ଯାଉଥିବା ତୀର୍ଥଯାତ୍ରୀ ତଥା ପର୍ୟ୍ୟଟକଙ୍କ ସମେତ ଅନେକ ଯାତ୍ରୀଙ୍କୁ ପ୍ରଭାବିତ କରିଛି।
Views: 104











