The Ultimate Managed Hosting Platform
ADVERTISEMENT

ବଦଳିଲେ ଗୋଆ ଓ ହରିୟାଣାର ରାଜ୍ୟପାଳ

Facebook
Twitter
LinkedIn

ନୂଆଦିଲ୍ଲୀ : ଗୋଆ ଓ ହରିୟାଣାର ରାଜ୍ୟପାଳ ବଦଳିଲେ । ଏହି ୨ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ଏହାବ୍ୟତୀତ ଲଦାଖରେ ନୂଆ ଉପରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଅସୀମ କୁମାର ଘୋଷ ହରିୟାଣାର ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଛନ୍ତି । ସେହିପରି ପୁଷ୍ପପତି ଅଶୋକ ଗଜପତି ରାଜୁ ଗୋଆର ରାଜ୍ୟପାଳ ହୋଇଛନ୍ତି । ଲଦାଖ ଦାୟିତ୍ବରେ କବୀନ୍ଦ୍ର ଗୁପ୍ତାଙ୍କୁ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଉପରାଜ୍ୟପାଳ ପଦରୁ ବ୍ରିଗେଡିୟର ବି.ଡି ମିଶ୍ରାଙ୍କ ଇସ୍ତପା ଗ୍ରହଣ କରିଛନ୍ତି। ଯାହା ପରେ ନୂଆ ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login