ନୂଆଦିଲ୍ଲୀ : ବଦଳିପାରେ ଭାରତ-ପାକିସ୍ତାନ ବିଶ୍ୱକପ୍ ମ୍ୟାଚ ତାରିଖ । ଅକ୍ଟୋବର ୧୪ରେ ଖେଳାଯାଇପାରେ ହାଇଭୋଲଟେଜ ମ୍ୟାଚ । ତାରିଖ ବଦଳାଇବାକୁ ବିସିସିଆଇକୁ ସୁରକ୍ଷା ଏଜେନ୍ସିର ପ୍ରସ୍ତାବ । ଅକ୍ଟୋବର ୧୫ରେ ମ୍ୟାଚ ପାଇଁ ସ୍ଥିର ହୋଇଛି ତାରିଖ । ନବରାତ୍ରୀ ପାଇଁ ତାରିଖ ବଦଳାଇବାକୁ ପ୍ରସ୍ତାବ । ନବରାତ୍ରୀ ପାଇଁ ଏହି ତାରିଖ ବଦଳିପାରେ କୁହାଯାଉଛି । ତେବେ ଭାରତ -ପାକିସ୍ତାନ ମ୍ୟାଚକୁ ନେଇ ଉଭୟ ଦେଶର ପ୍ରଶଂସକ ଅପେକ୍ଷା କରିଛନ୍ତି । କିନ୍ତୁ ମ୍ୟାଚର ତାରିଖ ପରିବର୍ତ୍ତନ ହେବା ଦ୍ୱାରା ଅନେକ ପ୍ରଶଂସକଙ୍କ ପାଇଁ ଏବା ଦଃୁଖ ଆଣିପାରେ ।
Views: 104











