The Ultimate Managed Hosting Platform
ADVERTISEMENT

ବଢିଲା ରାତି ତାପମାତ୍ରା, ମାଘରେ ଖରା

Facebook
Twitter
LinkedIn

ଭୁବନେଶ୍ୱର : ଉପକୂଳ ସହ ଆନ୍ନ୍ରୀଣ ଓଡିଶାରେ ବଢିଲା ରାତି ତାପମାତ୍ରା । ସ୍ୱାଭାବିକ ଠାରୁ ୨ରୁ ୫ ଡିଗ୍ରୀ ଯାଏଁ ବଢିଲା ରାତି ତାପମାତ୍ରା । ମାଘରେ ବାଘ ଖରା । ଏବେଠୁ ହେଲାଣି ଅସହ୍ୟ ଗରମ । ଗତକାଲି ଟିଟିଲାଗଡ଼ରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୪ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଛି । ଭବାନୀପାଟଣାରେ ୩୪ ଦଶମିକ ୨ ଓ ମାଲକାନଗିରି ଓ ପାରଳାଖେମୁଣ୍ଡିରେ ପାରଦ ୩୪ ଡିଗ୍ରୀ ଛୁଇଁଛି । ବାଲେଶ୍ୱର, ପାରାଦୀପ, ଗୋପାଳପୁର, ପୁରୀ, କୋରାପୁଟ, ଦାରିଙ୍ଗବାଡ଼ି, ଛତ୍ରପୁର, ଦେବଗଡ଼, ରାଉରକେଲାକୁ ଛାଡି ରାଜ୍ୟର ଅନ୍ୟ ସବୁ ସ୍ଥାନରେ ପାରଦ ୩୦ ଡିଗ୍ରୀ ଉପରେ ରହିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login