The Ultimate Managed Hosting Platform
ADVERTISEMENT

ବଢିଲା ବିଜେଡିର ଚିଲିକା କଳି !

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ଶଙ୍ଖ ସାମ୍ନାରେ ଚିଲିକା ବିଜେଡି କର୍ମୀଙ୍କ ମେଳି । ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଗ୍ରୀନ ସିଗନାଲ ମିଳିବା ପରେ କର୍ମୀଙ୍କ ପ୍ରତିବାଦ । ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସମର୍ଥକ ମାନେ ପ୍ରତିବାଦ କଲେ । କିଛି ଫରକ ପଡିବନି କହିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଚିଲିକା ମୋ ଘର , ଯିଏ ବି ବିରୋଧ କରିବ କିଛି ଫରକ ପଡିବନି କହିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login