ବଡବିଲ: ଖଣି ଦୁର୍ନୀତି ଲିଙ୍କରେ କେନ୍ଦୁଝର ବଡବିଲରୋ ଇଡି ରେଡ । ଉଲିବୁରୁ ଖଣି ଅପରେଟର ଦୀପକ ଗୁପ୍ତାଙ୍କ ଘରେ ରେଡ । ବଡବିଲ ସ୍ଥିତ ଘରେ ଓ ଅଫିସରେ ରେଡ କରୁଛି ଇଡି । ଚଢାଉ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ଇଡି ଯାଂଚ କରିଛି ଇଡି । ସ୍ଥାନୀୟ ଉଲିବୁରୁ ଖଣିରେ ୧୮ ଶହ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ୨୦୧୩ ସେପ୍ଟେମ୍ବରରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।
Views: 87











