The Ultimate Managed Hosting Platform
ADVERTISEMENT

ବଜ୍ରପାତରେ ବାପ-ପୁଅ ମୃତ

Facebook
Twitter
LinkedIn

ଚିଲିକା : ଚିଲିକାରେ ବଜ୍ରପାତରେ ବାପ-ପୁଅଙ୍କ ମୃତ୍ୟୁ ।ମଝି ଚିଲିକାକୁ ମାଛ ମାରିବାକୁ ଯାଇଥିଲେ ବାପ -ପୁଅ । ଡଙ୍ଗାରେ ଥିବା ବାପ-ପୁଅଙ୍କ ମୃତଦେହ ଉଦ୍ଧାର । ଗତକାଲି ରାତିରେ ସନ୍ୟାସୀ ନଗରର ବାପା ପୁଅ ମାଛ ମାରିବାକୁ ଯାଇଥିବାବେଳେ ବଜ୍ରପାତ ହୋଇଥିଲା। ମୃତକ ହେଲେ ବିଧାନ ବିଶ୍ୱାସ ଓ ଉତ୍ତମ ବିଶ୍ୱାସ । ମୃତକଙ୍କ ଘର ବାଲୁଗାଁ ଶାନ୍ତିନଗରରେ । ସବୁଠାରୁ ବଡ଼ ଦୁଃଖଦ କଥା ହେଉଛି ଉତ୍ତମ ବିଶ୍ବାସଙ୍କ ଗତକାଲି ଝିଅଟିଏ ଜନ୍ମ ନେଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login