The Ultimate Managed Hosting Platform
ADVERTISEMENT

ଫ୍ୟାକ୍ଟ୍ରିରେ ବାଣ ବିସ୍ଫୋରଣ : ୨୩ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ଥାଇଲାଣ୍ଡର ଏକ ବାଣ କାରଖାନାରେ ବଡ ଧରଣର ବିସ୍ଫୋରଣ । ବିସ୍ଫୋରଣରେ ୨୩ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା । ତେବେ ବିସ୍ଫୋରଣର କାରଣ ଜଣାପଡିନାହିଁ । ଜଣେ ଉଦ୍ଧାରକର୍ମୀ ଏ ନେଇ ସୂଚନା ଦେଇ କହିଛନ୍ତି ଯେ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ରିପୋର୍ଟ ମୁତାବକ ମଧ୍ୟ ଥାଇଲାଣ୍ଡର ସଫାନ ବୁରୀ ପ୍ରାନ୍ତରେ ସ୍ଥାନୀୟ ଉଦ୍ଧାରକର୍ମୀ ମାନେ ବିସ୍ଫୋରଣ ସ୍ଥଳରେ ଫଟୋ ଅନଲାଇନରେ ପୋଷ୍ଟ କରିଛନ୍ତି ଯେଉଁଥିରେ ଘଟଣାସ୍ଥଳ ସମ୍ପୁର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି । ବିସ୍ଫୋରଣରେ କାରଖାନା ଛାରଖାର ହୋଇଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login