ବାଲେଶ୍ୱର : ଫେକ ସାର୍ଟିଫିକେଟରେ ଚାକିରି । ୪ ଶିକ୍ଷକଙ୍କୁ ଜେଲ ଦଣ୍ଡାଦେଶ । ବାଲେଶ୍ୱର ଜିଲ୍ଲାର ୪ ଶିକ୍ଷକଙ୍କୁ ଜେଲ ଦଣ୍ଡାଦେଶ କଲେ ଭିଜିଲାନ୍ସ କୋର୍ଟ । ଦୈତାରୀ ନାୟକ , ନରହରି ନାୟକ , ଧୀରେନ୍ଦ୍ର ନାୟକ, ଦେବେନ୍ଦ୍ର ମହାପାତ୍ରଙ୍କୁ ଜେଲ୍ । ୨ ଜଣଙ୍କୁ ୨ ବର୍ଷ ଓ ଅନ୍ୟ ୨ ଜଣଙ୍କୁ ୪ ବର୍ଷ ଜେଲ ସହ ଜରିମାନା ଦଣ୍ଡ । ସମସ୍ତ ୪ ଜଣଙ୍କ ପେନସନ ବନ୍ଦ କରିବାକୁ ମଧ୍ୟ ଭିଜିଲାନ୍ସର ପଦକ୍ଷେପ ।
Views: 76