କଟକ : ଫାଇନାନ୍ସ ସଂସ୍ଥା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସାଆନ୍ତ ସାହି ଅଫିସରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ୧୫ ଦିନ ତଳେ ଯୁବକ ଜଣଙ୍କ କାର୍ଯ୍ୟରେ ଯୋଗ ଦେଇଥିଲେ । ହତ୍ୟା କରି ଟାଙ୍ଗି ଦେଇଥିବା ପରିବାର ଲୋକଙ୍କ ଅଭିଯୋଗ । ମୃତ ଯୁବକଙ୍କ ଘର ଖୋର୍ଦ୍ଧା । ପୁରୀଘାଟ ଥାନା ପୋଲିସର ତଦନ୍ତ ।
Views: 94