The Ultimate Managed Hosting Platform
ADVERTISEMENT

ଫରେଷ୍ଟରଙ୍କୁ ହତ୍ୟା: ୧୦ ଅଟକ

Facebook
Twitter
LinkedIn

କରଞ୍ଜିଆ : ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟର ମୃତ୍ୟୁ ଘଟଣା । ଅଭୟାରଣ୍ୟର ବିଭିନ୍ନ ସ୍ଥାନରୁ ୧୦ ଜଣ ଅଟକ । ଅଟକ ୧୦ ଜଣଙ୍କୁ ଛାକୁରମୁଣ୍ଡା ଥାନାରେ ପଚରାଉଚରା । ଶୁକ୍ରବାର ବିଳମ୍ବିତ ରାତିରେ ଉପର ବାରାକାମୁଡ଼ା ରେଞ୍ଜ ଫରେଷ୍ଟର ମାଟି ହାଁସଦା ପାଟ୍ରୋଲିଂ କରୁଥିବା ବେଳେ ତାଙ୍କୁ ଗୁଳି ମାଡ଼ କରିଥିଲେ ଶିକାରୀ। ଗୁରୁତର ଅବସ୍ଥାରେ ମାଟି ହାଂସଦାଙ୍କୁ କରଞ୍ଜିଆ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ମେ ୨୨ତାରିଖରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ବିମଲ କୁମାର ଜେନା ପ୍ରାଣ ହରାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login