The Ultimate Managed Hosting Platform
ADVERTISEMENT

ପ୍ରୟାଗରାଜ-ମିର୍ଜାପୁର ଏନଏଚରେ ଦୁର୍ଘଟଣା, ଚାଲିଗଲା ୧୦ ଶ୍ରଦ୍ଧାଳୁଙ୍କ ଜୀବନ

Facebook
Twitter
LinkedIn

ପ୍ରୟାଗରାଜ : ପ୍ରୟାଗରାଜ-ମିର୍ଜାପୁର ଏନଏଚରେ ଦୁର୍ଘଟଣା । ଚାଲିଗଲା ୧୦ ଶ୍ରଦ୍ଧାଳୁଙ୍କ ଜୀବନ । ବସ ଓ କାର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି । କାର ଯୋଗେ ଛତିଶଗଡରୁ ମହାକୁମ୍ଭ ଯାଉଥିଲେ ଶ୍ରଦ୍ଧାଳୁ । ଦୁର୍ଘଟଣା ପରେ କାନ୍ଦ ରଡ଼ିରେ ଫାଟି ପଡିଥିଲା ପରିବେଶ। ଲୋକେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଗତକାଲି ମଧ୍ୟରାତ୍ରି ୧୨ ସମୟରେ ଘଟିଥିଲା ଏ ଭୟଙ୍କର ଦୁର୍ଘଟଣା। ମିର୍ଜାପୁର-ପ୍ରୟାଗରାଜର ମେଜା ଥାନା ଅଞ୍ଚଳରେ ଘଟିଛି ଏ ଦୁର୍ଘଟଣା। ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login