ବ୍ୟୁରୋ : ଅନେକ ସମୟରେ ସୋସିଆଲ ମିଡିଆରେ ଛାତ୍ର ଛାତ୍ରୀ ମାନଙ୍କର ଉତ୍ତର ଖାତା ଭାଇରାଲ ହୋଇଥାଏ । କାରଣ ଉତ୍ତର ଖାତାରେ ପ୍ରଶ୍ନର କିଛି ଅଜବ ଉତ୍ତର ଦେଖିବା ପରେ ଆଶ୍ଚ ର୍ଯ୍ୟ ହୋଇ ଯାଆନ୍ତି ଶିକ୍ଷକ ଶିକ୍ଷୟତ୍ରୀ , ଯାହା ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଏ । ଆଉ ଭାଇରାଲ ବି ହୁଏ । ବର୍ତ୍ତମାନ ର ସମୟରେ ସେହି ପରି ଏକ ଉତ୍ତର ଖାତା ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରଶ୍ନ ଥିଲା ପ୍ରଦୂଷଣ କୁ କିପରି ରୋକା ଯାଇପାରିବ । ଆଉ ସେଥିରେ ଜଣେ ଛାତ୍ରଙ୍କର କିଛି ଅଜବ ଉତ୍ତର ରହିଥିଲା । ଛାତ୍ର ଜଣକ ଲେଖିଥିଲେ କି , ଗାଡିରୁ ବାହାରୁ ଥିବା ଧୂଆ କଳକାରଖାନାରୁ ବାହାରୁଥିବା ପାଣି ଏବଂ ପ୍ରଦୂଷିତ ବାୟୁ କମ ହେଲେ ଆମେ ପ୍ରଦୂଷଣକୁ ରୋକି ପାରିବା । ଏହା ପରେ ଉତ୍ତରରେ ସେ ଏକ ହିନ୍ଦୀ ଗୀତ ଲେଖିଥିଲେ । ସେହି ଗୀତ ହେଉଛି , ବହୁତ ପ୍ୟାର କରତେ ହେଁ ତୁମକୋ ସନମ , କସମ ଚାହେଁ ଲେଲୋ ଖୁଦା କି ସ୍ମ । ହମେ ହର ଘଡି ଆରଜୁ ହେ ତୁହ୍ମାରୀ ହୋତୀ ହେ କୈସେ ସନମ ବେକରାର ମିଲେଙ୍ଗେ ଜୋ ତୁମକୋ ବତାଏଙ୍ଗେ । ଯଦି ଆମେ ସାବଧାନ ରହିବା ତେବେ ପ୍ରଦୀଷଣକୁ ରୋକି ପାରିବା । ମଜାଦାର କଥା ଏହା ହେଉଛି କି ଛାତ୍ର ଜଣଙ୍କ ପ୍ରଶ୍ନର ଉତ୍ତର ଏପରି ଦେଲେ ଯେପରିକି ସେ ଉତ୍ତର ବହୁତ ଭଲ ସେ ଜାଣିଛନ୍ତି । କିନ୍ତୁ ସେ ଗୀତ କୁ ହିଁ ଲେଖି ଦେଲେ । ଯାହାକି ସୋସିଆଲ ମିିଡିଆରେ ଖୁବ ଭାଇରାଲ ହେଉଛି ।
ପ୍ରଶ୍ନ ଥିଲା ପ୍ରଦୂଷଣରୁ କିପରି ରକ୍ଷା ପାଇବା ? ଆଉ ଉତ୍ତରରେ ଛାତ୍ର କିଛି ଏପରି ଲଖିଦେଲେ , ଶିକ୍ଷକ ଦେଖି ହୋଇଗଲେ ବେହୋଶ !

Facebook
Twitter
LinkedIn
Facebook
Twitter
LinkedIn
Recent News
ପୁଣି ରେଲୱେ ଟ୍ରାକରେ IED ବିସ୍ଫୋରଣ
କୋଇଡା : ଓଡିଶା ଝାଡଖଣ୍ଡ ସୀମାରେ ପୁଣି ଆଇଇଡି ବିସ୍ଫୋରଣ । ଝାଡଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟରେ ବିସ୍ଫୋରଣ । ଓଡିଶାର କେ , ବଲାଙ୍ଗ...
ମେଳାରେ ଅଗ୍ନିକାଣ୍ଡ : ୩୦ ଦୋକାନ ପାଉଁଶ
ରାଉରକେଲା : ଝିରପାଣି ଗାଁ ମେଳାରେ ଅଗ୍ନିକାଣ୍ଡ । ଜଳିଗଲା ୩୦ ଦୋକାନ । ଭୋର ସମୟରେ ଲାଗିଥିଲା ନିଆଁ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ...
୫୦ ଲକ୍ଷର ସୁନାଗହଣା ପୋଛିନେଲେ !
ସୋର : ଦହିଷଡା ଗାଁରେ ବ୍ୟବସାୟୀଙ୍କ ଘରୁ ବଡ ଧରଣର ଲୁଟ । ଘରର ପଛ କବାଟ ଭାଙ୍ଗି ବନ୍ଧୁକ, ଭୁଜାଲି ଦେଖାଇ ଲୁଟିଲେ ଦୁର୍ବୁତ୍ତ ।...
ଭ୍ୟାନକୁ ପିଟିଲା ହାଇୱା :୨୦ ଆହତ
ସୁବର୍ଣ୍ଣପୁର : ଭ୍ୟାନକୁ ପଛରୁ ଧକ୍କା ଦେଲା ହାଇୱା । ଫଳରେ ୨୦ ଜଣ ଆହତ ହୋଇଛନ୍ତି । ଏନଏଚ ୫୭ ଝିଙ୍କି ପନ୍ଥେଇ ନିକଟରେ ସଡକ...