The Ultimate Managed Hosting Platform
ADVERTISEMENT

ପ୍ରବାସୀ ଖାଇବେ ଓଡିଆ ଖାଦ୍ୟ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

Facebook
Twitter
LinkedIn

ଭୁବନେଶ୍ୱର : ପ୍ରବାସୀ ଖାଇବେ ଓଡିଆ ଖାଦ୍ୟ । ପ୍ରବାସୀ ମାନଙ୍କୁ ପାରମ୍ପରିକ ଓଡିଆ ଖାଦ୍ୟ ପରସା ଯିବ । ସେମାନେ ଦେଶୀ ଖାଦ୍ୟର ମଜା ନେବେ । ପ୍ରଦର୍ଶନୀ ପଡିଆରେ ଆଦିବାସୀ ମେଳା ସହ ଫୁଡ୍ ଫେଷ୍ଟ ଭଳି ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ ହେବ । ନିଜର ପରିପାଶ୍ୱର୍କୁ ସଫା କରିବା ଲାଗି ରାଜଧାନୀରେ ଥିବା କର୍ପୋରେଟ ସମେତ ବିଭିନ୍ନ ଅଫିସ ଓ ବ୍ୟବସାୟୀ ଙ୍କୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଅନୁରୋଧ କରିଛନ୍ତି । ସେପଟେ ଆଜି ୫ଟି ଡବଲ ଡେକର ବସ୍ ଆସି ପହଞ୍ଚିବା ପରେ ୬ରୁ ବସ୍ ଚାଲିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login