The Ultimate Managed Hosting Platform
ADVERTISEMENT

ପ୍ରବଳ ବରଫ ଝଡ଼ ଯୋଗୁଁ ଆମେରିକାବାସୀଙ୍କ ଅବସ୍ଥା ବେହାଲ 

Facebook
Twitter
LinkedIn

 ବରଫ ଝଡ଼ ଯୋଗୁ ପାଖାପାଖି ୫୦ ଜଣଙ୍କ ଜୀବନ ଯାଇଛି । ଠପ୍ ହୋଇଯାଇଛି ଅନେକ ସହର । ନ୍ୟୁୟର୍କ ସହରରେ ୪୩ ଇଞ୍ଚ ବରଫ ଜମା ହୋଇ ରହିଥିଲା । ଆମେରିକାର ୫୫ ନିୟୁତରୁ ଅଧିକ ଲୋ ପ୍ରବଳ ଶୀତରେ ପ୍ରଭାବିତ ହୋଇଛନ୍ତି ।

ଦକ୍ଷିଣପୂର୍ବ, କେନ୍ଦ୍ରୀୟ ପୂର୍ବ ଏବଂ ପୂର୍ବ ଉପକୂଳରେ କିଛି ପ୍ରମୁଖ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ବରଫ ଝଡ଼ ଯୋଗୁଁ ୧୩ଟି ରାଜ୍ୟରେ ପାୱାର ଗ୍ରୀଡ ପ୍ରଭାବିତ ହୋଇଛି । ୨ ଲକ୍ଷରୁ ଅଧିକ ଲୋକ ଅନ୍ଧାରରେ ଅଛନ୍ତି । ଲୋକମାନଙ୍କୁ ଶକ୍ତି ସଂରକ୍ଷିତ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆମେରିକା ପରି ଜାପାନରେ ମଧ୍ୟ ପ୍ରବଳ ତୁଷାରପାତ ଯୋଗୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ୯୦ରୁ ଅଧିକ ଆହତ ହୋଇଛନ୍ତି । ଗତ ସପ୍ତାହରୁ ଜାପାନର ଉତ୍ତରାଞ୍ଚଳରେ ପ୍ରବଳ ବରଫପାତ ହେଉଛି । ଜାପାନର ଶତାଧିକ ଲୋକ ଅନ୍ଧାରରେ ରହିଛନ୍ତି । ରାସ୍ତା ଉପରେ ଅନେକ ଗାଡି ଫସି ହୋଇ ରହିଛି । ବରଫ କାଢିବା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login