The Ultimate Managed Hosting Platform
ADVERTISEMENT

ପ୍ରଫୁଲ୍ଲଙ୍କ ମନ୍ତବ୍ୟ , ଅପରାଜିତାଙ୍କ ଉଦବେଗ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଅପରାଜିତାଙ୍କ ଉଦବେଗ । ଟ୍ୱିଟ କରି ଉଦବେଗ ପ୍ରକାଶ କଲେ ଅପରାଜିତା ଷଡଙ୍ଗୀ । ମୁଖ୍ୟମନ୍ତ୍ରୀ ସବୁଆଡେ ଯାଇପାରୁନାହାନ୍ତି ବୋଲି କାଲି ପ୍ରଫୁଲ ୍ଲକହିଥିଲେ । ଏହା ଏକ ଗୁରୁତର ପ୍ରସଙ୍ଗ କହିଲେ ଅପରାଜିତା ଷଡଙ୍ଗୀ । ସେ କାହିଁକି ଅକ୍ଷମ ଓ ତାଙ୍କର କଣ ହୋଇଛି କହିଲେ ଅପରାଜିତା ଷଡଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କ ବାବଦରେ ରାଜ୍ୟବାସୀ ଜାଣିବା ଆବଶ୍ୟକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login