The Ultimate Managed Hosting Platform
ADVERTISEMENT

ପ୍ରଦୂଷଣ ରେକର୍ଡ ଭାଙ୍ଗିଲା ଓଡିଶା ; ତାଳଚେର ନମ୍ବର ୧ ପ୍ରଦୂଷିତ ସହର

Facebook
Twitter
LinkedIn

ଭୁବନେଶ୍ୱର : ଦେଶରେ ପ୍ରଦୂଷଣ ରେକର୍ଡ ଭାଙ୍ଗିଲା ଓଡିଶା । ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ସହର । ଏକ୍ୟୁଆଇ ଅତି ଖରାପ ସ୍ତରରେ ଥିବା ଦେଶର ୬ ସହର ମଧ୍ୟରେ ଓଡିଶାର ୪ ସହର । ୩୫୫ ଏକ୍ୟୁଆଇ ସହ ତାଳଚେର ସବୁଠୁ ପ୍ରଦୂଷିତ ସହର । ଅନୁଗୁଳ ଏକ୍ୟୁଆଇ ୩୨୯. ବାରିପଦାରେ ଏକ୍ୟୁଆଇ ୩୨୪ । କଟକରେ ଏକ୍ୟୁଆଇ ୩୦୪ ଓ ଭୁବନେଶ୍ୱରରେ ଏକ୍ୟୁଆଇ ରହିଛି ୩୦୨ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login