The Ultimate Managed Hosting Platform
ADVERTISEMENT

ପ୍ରତି ବ୍ଲକରେ ଖୋଲିବ ଲାବୋରେଟୋରୀ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରତି ଜିଲ୍ଲାରେ ଖୋଲିବ ଇଣ୍ଟିଗ୍ରେଟେଡ ହେଲଥ ଲାବୋରୋଟୋରୀ । ପ୍ରତି ସିଏଚସିରେ ଖୋଲିବ ପବ୍ଲିକ ଲାବୋରେଟୋରୀ । ଗୋଟିଏ ସ୍ଥାନରେ ସବୁ ପ୍ରକାର ପରୀକ୍ଷା ସୁବିଧା ପାଇବେ ରୋଗୀ । ଡିଜିଟାଲ ମାଧ୍ୟମରେ ମଧ୍ୟ ପରୀକ୍ଷା ରିପୋର୍ଟ ପାଇପାରିବେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାବୋରେଟୋରୀ ପ୍ରତିଷ୍ଠା ହେବ । ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login