The Ultimate Managed Hosting Platform
ADVERTISEMENT

ପ୍ରତି ପଞ୍ଚାୟତରେ ଭିସି ସୁବିଧା

Facebook
Twitter
LinkedIn

ଭୁବନେଶ୍ୱର : ପ୍ରତି ପଞ୍ଚାୟତରେ ହେବ ଭିଡିଓକନଫରେନ୍ସିଂ ବ୍ୟବସ୍ଥା । ସିଧାସଳଖ ମୁଖ୍ୟାଳୟ ସହ ଯୋଡି ହେବ ପଞ୍ଚାୟତ । ୩୦୦୦ ସ୍କୁଲରେ ରହିବ ଭିଡିଓକନଫରେନ୍ସି ସୁବିଧା । ଚଳିତବର୍ଷ ସୁଦ୍ଧା ସାରା ରାଜ୍ୟରେ ୪ଜି ବ୍ୟବସ୍ଥା । ରାଜଧାନୀରେ ଆରବିଆଇର ନେସନାଲ ଡାଟା ସେଣ୍ଟର । ସୂଚନା ଦେଲେ ଆଇଟି ମନ୍ତ୍ରୀ ଓ ସଚିବ ।
ପ୍ରତି ବ୍ଲକରେ କରାଯିବ ୨ଟି ମୋ ସେବା କେନ୍ଦ୍ର। OSWAS ଜରିଆରେ କାମ କରୁଛନ୍ତି ୧୫ହଜାର ସରକାରୀ କର୍ମଚାରୀ। ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୫ହଜାରରୁ ଅଧିକ ଗାଁରେ ଟେଲିକମ ସେବା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login