The Ultimate Managed Hosting Platform
ADVERTISEMENT

ପ୍ରତାପ ଜେନାଙ୍କୁ ମହଲତ

Facebook
Twitter
LinkedIn

କଟକ : ମାହାଙ୍ଗା ଡବଲ ମର୍ଡର ମାମଲା । ପ୍ରତାପ ଜେନାଙ୍କୁ ମିଳିଲା ମହଲତ । ୨ ସପ୍ତାହ ମହଲତ ଦେଲେ ସାଲେପୁର ଜେଏମଏଫସି କୋର୍ଟ । ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ମହଲତ ଦେଲେ । ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି । ବ୍ୟକ୍ତିଗତ ହାଜିରାରୁ ବାଦ ଦେବାକୁ ଆବେଦନ କରିଥିଲେ ପ୍ରତାପ । ଏ ନେଇ ଶୁଣାଣି ପାଇଁ ୨ ସପ୍ତାହ ଦେବାକୁ ଆବେଦନ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login