The Ultimate Managed Hosting Platform
ADVERTISEMENT

ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ,କିଚକେଶ୍ଵରୀ ଦାନ ହୁଣ୍ଡିରୁ ଲୁଟ

Facebook
Twitter
LinkedIn

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ କିଚକେଶ୍ଵରୀ ।ଏହି ମନ୍ଦିରକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି ପଡୋଶୀ ରାଜ୍ୟ ମାନଙ୍କରୁ। ୬ ମାସ ପୂର୍ବରୁ ମନ୍ଦିର ଭିତରେ ଥିବା ଦାନ ହୁଣ୍ଡିରୁ ଦୁର୍ବୃତ୍ତ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ବେଳେ ତାହା ଗୁରୁବାର ରାତିରେ ପୋଲିସକୁ ଖୋଲା ଖୋଲି ଭାବରେ ଚ୍ୟାଲେଞ୍ଜ ଦେଇ ଲୁଟିବାରେ ସଫଳ ହୋଇଛନ୍ତି ଲୁଟେରା। ତେବେ ଏଠାରେ ପ୍ରଶ୍ନ ଉଠେ ରାତ୍ର ଜଗୁଆଳି ଓ ସିସି ଟିଭି କେମେରା ଥିଲେ ମଧ୍ୟ କିପରି ବାରମ୍ବାର ଚୋରି ହେଉଛି । ପୋଲିସ କୌଣସି ପ୍ରକାର ଟେର ପାଉନି । ଦେଖିବାକୁ ବାକି ରହିଲା ପୋଲିସ କେବେ ଘଟଣାର ସମାଧାନ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login