ଭଦ୍ରକ : ବନ୍ତ ଥାନା ଛକରେ ପୋଲିସ ମାଡରେ ୪ ଆହତ । ଶ୍ରୀବନ୍ତ ଛକରେ ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ । ନୋ ଏଣ୍ଟ୍ରି ବେଳେ କାହିଁକି ଟ୍ରକ ଆସିଲା କହି ଲୋକଙ୍କ ହୋହଲ୍ଲା । ବୁଝାସୁଝା ପାଇଁ ଘଟଣାସ୍ଥଳକୁ ଆସିଥିଲା ବନ୍ତ ଥାନା ପୋଲିସ । ଲୋକଙ୍କ ସହ ବଚସା ପରେ ପୋଲିସର ଆକ୍ରମଣ ଅଭିଯୋଗ ।
Views: 61