The Ultimate Managed Hosting Platform
ADVERTISEMENT

ପୋଲିସ-ମାଓବାଦୀ ଗୁଳି ବିନିମୟ

Facebook
Twitter
LinkedIn

ସମ୍ବଲପୁର : ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ବରଗଡ ପାଇକମାଳ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ । କମ୍ବିଂ ଅପରେସନ ଜାରି , ଘଟଣାସ୍ଥଳକୁ ଯାଉଛନ୍ତି ବରିଷ୍ଠ ଅଧିକାରୀ ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ପୁଣି ନିଜ ସ୍ଥିତି ଜାହିର କରିଛନ୍ତି ମାଓବାଦୀ। ମୃତକ ହେଲେ ସୋଡି ହୁଙ୍ଗା ଏବଂ ମାଡ଼ବି ନନ୍ଦା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ସ୍ଥାନୀୟ ଅଞ୍ଚଳରେ କୁସିଂ ଅପରେସନ ଜୋରଦାର କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଭୟଙ୍କର ଆକ୍ରମଣ , ୧୧ ଜଣଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଭୟଙ୍କର ଆକ୍ରମଣ , ୧୧ ଜଣଙ୍କର ଚାଲିଗଲା ଜୀବନ

ପାକିସ୍ତାନ : ପାକିସ୍ତାନରେ ପୁଣି ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଖାଇବର ପଖତୁନଖ୍ବା ପ୍ରୋଭିନ୍ସର ଡେରା ଇସମାଇଲ ଖାନ ଜିଲ୍ଲାରେ ଆତ୍ମଘାତୀ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।...

ADVERTISEMENT

Login