The Ultimate Managed Hosting Platform
ADVERTISEMENT

“ପୋଲିସ ଧ୍ୟାନ ଦେଉ”

Facebook
Twitter
LinkedIn

ଭୁବନେଶ୍ୱର : ଓଡିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନେ୍ଦାଳନକୁ ନାପସନ୍ଦ । ନାପସନ୍ଦ କଲା ଓଡିଶା ଟ୍ୟାଙ୍କ ଟ୍ରକ ଓନର୍ସ ଆସୋସିଏସନ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ବାଧା ଦିଆଯାଉଥିବାରୁ ନାପସନ୍ଦ । ଆସନ୍ତାକାଲି ଅପରାହ୍ନ ଯାଏଁ ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି । ଆନେ୍ଦାଳନ ନାଁରେ ଟ୍ୟାଙ୍କର ଗାଡିକୁ ଅଟକାଯିବା ଗ୍ରହଣୀୟ ନୁହେଁ । ଟ୍ୟାଙ୍କରକୁ ରୋକିଲେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଧା ହେବ । ଏସବୁ ଗାଡି ସୁରୁଖୁରୁରେ ଯିବାକୁ ଧ୍ୟାନ ଦେଉ କହିଲା ସଂଘ ।
ସେପଟେ ବାଲେଶ୍ୱରରେ ୧୦୦ରୁ ଅଧିକ ଆନେ୍ଦାଳନରତ ଡ୍ରାଇଭର ଗିରଫ । ବିଭିନ୍ନ ଛକରେ ରାସ୍ତାରୋକ କରିଥିବା ଡ୍ରାଇଭରଙ୍କୁ ଗିରଫ କଲା ପୋଲିସ । କେବଳ ସୋର ବରଫ କଳ ଛକରୁ ୪୦ ଜଣ ଡ୍ରାଇଭର ଗିରଫ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login