The Ultimate Managed Hosting Platform
ADVERTISEMENT

ପୋଲିସ ଦେଖି ମହାନଦୀକୁ ଡେଇଁଲେ

Facebook
Twitter
LinkedIn

ସାଲେପୁର : ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ । ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଜଗତପୁର ଥାନା ବାରଗଡିଆରେ ବାଲି ଉଠାଇବା ରେଡରୁ ଅଘଟଣ । ଖଣି ବିଭାଗ ଓ ପୋଲିସର ଚଢାଉ ବେଳେ ଜରି ଡେଇଁ ପଡିଥିଲେ । ଜଗତପୁର ଥାନା ଅଧୀନ ବାରଗଡିଆରେ ମହାନଦୀରେଗତ କାଲି ବିଳମ୍ବିତ ରାତିରେ ବାଲି ଉଠାଉ ଥିବା ବେଳେ ଅଚାନକ ମାଇନସ ଓ ପୋଲିସ ଅଧିକାରୀ ଚଢଉ କରିଥିଲେ। ଏଥିରେ ଭୟଭୀତ ହୋଇ ୪ଜଣ ନଦୀକୁ ଡେଇଁ ପଡ଼ିଥିଲେ ।. ସେମାନେ ଟ୍ରାକ୍ଟର ଲେବର ଭାବେ କାର୍ୟ୍ୟ କରୁଥିଲେ । ନଦୀରୁ ୩ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ଯୁବକ ନିଖୋଜ ଅଛନ୍ତି । ଅଦ୍ୟାବଧି ତାଙ୍କର କୌଣସି ପତ୍ତା ମିଳି ନଥିବା ବେଳେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଖଣି ବିଭାଗ ଓ ପୋଲିସକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login