ଅନୁଗୁଳ : ପୋଲ ବାଡାକୁ ପିଟିବା ପରେ ଜଳିଗଲା କାର । ସଦର ଥାନା କୁଇଓ ନିକଟରେ ଜଳିଗଲା କାର, ଡ୍ରାଇଭର ସୁରକ୍ଷିତ । ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କଲେ । କାରଟି ପୋଲ ବାଡ଼ାରେ ପିଟି ହେବା ପରେ ହୁତୁ ହୁତୁ ହୋଇ ଜଳିଯାଇଥିଲା ।ତେବେ ଦୁର୍ଘଟଣା ପରେ ଜଳୁଥିବା କାରରୁ କୌଶଳକ୍ରମେ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିବାରେ ଡ୍ରାଇଭର ସଫଳ ହୋଇଥିଲେ ।
Views: 36