The Ultimate Managed Hosting Platform
ADVERTISEMENT

ପୋଲ ତଳେ ୨ ଯୁବକଙ୍କ ମୃତଦେହ

Facebook
Twitter
LinkedIn

ସୁନ୍ଦରଗଡ : ପୋଲ ତଳୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର। ଧୁରୁଆଡିହି ଥାନା ମାନମୁଣ୍ଡା ଧଉଳାଖମନ ବ୍ରିଜ ତଳୁ ଉଦ୍ଧାର। ୨ ମୃତକଙ୍କ ପରିଚୟ ମିଳିନି, ମୃତଦେହ ପାଖରେ ପଡିଛି ବାଇକ। ତେବେ ଏହା ହତ୍ୟା କି ଦୁର୍ଘଟଣା ଜଣାପଡିନି। ଘଟଣାସ୍ଥଳରେ ପୋଲିସର ତଦନ୍ତ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login