ଆନନ୍ଦପୁର : ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ପୋଡି ହୋଇ ସ୍ୱାମୀ ଗୁରୁତର । ପାରିବାରିକ କଳହରୁ କାଠକଟା ଗାଁରେ ଅଭାବନୀୟ ଘଟଣା । ପ୍ରଥମେ କିରୋସିନି ଢାଳି ଦେହରେ ନିଆଁ ଲଗାଇଥିଲେ ମହିଳା । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀ ବି ଗୁରୁତର । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।
Views: 76











