The Ultimate Managed Hosting Platform
ADVERTISEMENT

ପୋଖରୀରେ ବୁଡିଗଲେ ବୃଦ୍ଧା

Facebook
Twitter
LinkedIn

ସୋର : ପୋଖରୀରେ ବୁଡିଗଲେ ବୃଦ୍ଧା । ଖନ୍ତାପଡା ଥାନା ତୁଣ୍ଡରା ଚନକ ଗାଁ ପୋଖରୀ ବୁଡି ବୃଦ୍ଧାଙ୍କ ମୃତ୍ୟୁ । ଶୈାଚ ହେବା ବେଳେ ପୋଖରୀରେ ବୁଡି ଯାଇଥିଲ୍ । ବିଳମ୍ବିତ ସମୟ ପର୍ୟ୍ୟନ୍ତ ଭାର୍ଗବୀ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନିକଟରେ ଥିବା ଚନକ ପୋଖରୀରେ ଭାର୍ଗବୀ ପଡ଼ିଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଗାଡ଼ିଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇଥିଲେହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖା ହେବା ବେଳକୁ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇନଥିବା ଜଣା ପଡ଼ିଛି। ଭାର୍ଗବୀଙ୍କର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login