The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପୃଥିବୀ ଆଡକୁ ମାଡି ଆସୁଛି ଆଷ୍ଟ୍ରଏଡ

Facebook
Twitter
LinkedIn

ନୂଆଦିଲ୍ଲୀ : ମାଡି ଆସୁଛି ଆଷ୍ଟ୍ରଏଡ । ଘଣ୍ଟା ପ୍ରତି ୭ହଜାର ୨୦୦ କିଲୋମିଟର ବେଗରେ ପୃଥିବୀ ଆଡକୁ ମାଡି ଆସୁଛି ୬୦ ଫୁଟର ବିଶାଳକାୟ ଆଷ୍ଟ୍ରଏଡ । ପୂର୍ବରୁ ଆଷ୍ଟ୍ରଏଡ ପୃଥିବୀରେ ମାଡ଼ ହେବା ନେଇ ବହୁବାର ଚେତାବନୀ ଦେଇଛି ନାସା। ମାତ୍ର ଚଳିତ ଥର ଆସୁଥିବା ଆଷ୍ଟ୍ରୋଏଡର ଆକାର ବିଶାଳ ଓ ଦ୍ରୁତ ବେଗରେ ଏହା ପୃଥିବୀ ଆଡ଼କୁ ମାଡି ଆସୁଛି । ଏହା ପୃଥିବୀ ସହ ମାଡ଼ ହେଲେ ବହୁ କ୍ଷତି ଘଟାଇପାରେ। ଜୀବ ସତ୍ତା ପାଇଁ ବଡ଼ ବିପର୍ୟ୍ୟୟ ଆଣିପାରେ । ଏହା ଆଜି ପୃଥିବୀ ଠାରୁ ୪.୧୬ ମିଲିୟନ କିଲୋମିଟର ଦୂରତାରେ ଗତିକରିବ । ସୁରକ୍ଷିତ ଦୂରତାରେ ଥିବାରୁ ପୃଥିବୀ ପ୍ରତି ବିପଦ ନଥିବା କହିଛନ୍ତି ବୈଜ୍ଞାନିକ । ଏହାର ନା ରହିଛି ଆଷ୍ଟ୍ରଏଡ ୨୦୨୩ HG1 । ଏହା ଆପୋଲୋ ଗ୍ରୁପରେ ରହିଛି । ଏହା ସୂର୍ୟ୍ୟକୁ ପରିକ୍ରମା କରିବାରେ ୪୦୨ ଦିନ ସମୟ ନେଇଥାଏ । ଆଜି ଏହି ଆଷ୍ଟ୍ରଏଡ ପୃଥିବୀର ନିକଟରୁ ଗତି କରିବ । ଏହା ପୃଥିବୀ ଠାରୁ ୪.୧୬ ମିଲିୟନ କିଲୋମିଟର ଦୁରତାରେ ଗତି କରିବ । ପୃଥିବୀ ଓ ଚନ୍ଦ୍ର ଦୂରତାର ୧୦ଗୁଣ ଦୂରତାରେ ଏହା ଗତି କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login