The Ultimate Managed Hosting Platform
ADVERTISEMENT

ପୂର୍ବତନ ବିଧାୟକଙ୍କୁ ଆଜୀବନ ସଜା

Facebook
Twitter
LinkedIn

ଭୁବନେଶ୍ୱର : ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ସଜା । ପତ୍ନୀ ହତ୍ୟା ମାମଲାରେ ଦୋଷୀ ରାମମୂର୍ତ୍ତିଙ୍କୁ ଆଜୀବନ ଜେଲ୍ । ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ଭୁବନେଶ୍ୱର ସ୍ପେଶାଲ କୋର୍ଟ । ୨ ଦିନ ତଳେ ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୧୯୯୫ ମସିହାରେ ପତ୍ନୀଙ୍କ ପୋଡା ମୃତଦେହ କ୍ୱାଟରରୁ ମିଳିଥିଲା । ଦୀର୍ଘ ୨୮ ବର୍ଷ ପରେ ମିଳିଲା ନ୍ୟାୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login