The Ultimate Managed Hosting Platform
ADVERTISEMENT

ପୂର୍ବତନ ବିଧାୟକଙ୍କ ଘରେ ରେଡ୍

Facebook
Twitter
LinkedIn

ଚମ୍ପୁଆ : ଖଚ୍ଚି ମାଲିକଙ୍କ ଘରେ ବଡ ଧରଣର ଆୟକର ରେଡ । ପୂର୍ବତନ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ରେଡ୍ । ଘର, ଅପିସ ସମେତ ବିଭିନ୍ନ ସ୍ଥାନରେ ରେଡ କରିଛି ଆୟକର ବିଭାଗ । ଯୋଡ଼ା ସାଇ ମନ୍ଦିର ନିକଟସ୍ଥ ବାସଭବନ ଏବଂ ବନେଇକଳା ଛକରେ ଥିବା ଖଣି କାର୍ୟ୍ୟାଳୟରେ ଚଢ଼ାଉ କରୁଛି ଆୟକର ବିଭାଗ। ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଚଢାଉ ଚାଲିଥିବା ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login