ଚମ୍ପୁଆ : ସନାତନ ମହାକୁଡଙ୍କ ଘରେ ରେଡ । ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ରେଡ । ଭୁବନେଶ୍ୱର , କେନ୍ଦୁଝର , ଯୋଡାରେ ଏକକାଳୀନ ଚଢାଉ । ଆୟକର ବିଭାଗ ପକ୍ଷରୁ ମୋଟ ୧୦ଟି ସ୍ଥାନରେ ଚଢାଉ । ଭୁବନେଶ୍ୱରର ୩ରୁ ୪ଟି ସ୍ଥାନରେ ରେଡ ଚାଲିଥିବା ସୂଚନା । ଟ୍ୟାକ୍ସ ଫାଙ୍କିବା ନେଇ ରେଡ ଚାଲିଥିବା ସୂଚନା । ଆଇଟି ବିଭାଗ ପକ୍ଷରୁ ରେଡ କରାଯାଇଛି ।
Views: 75