ଭୁବନେଶ୍ୱର : ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । ୭୮ ବର୍ଷ ବୟସରେ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ଦୁଇ ଦୁଇ ଥର ନୀଳଗିରି ଆସନରୁ ବିଧାୟକ ହୋଇଥିଲେ ଅକ୍ଷୟ କୁମାର ଆଚାର୍ୟ୍ୟ । ୧୯୮୦-୮୫, ୧୯୯୦-୯୫ ଯାଏଁ ସେ ବିଧାୟକ ଥିଲେ ।
Views: 64











